୨୦ ପର୍ଯ୍ୟନ୍ତ ବର୍ଷା ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡଘଡି ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ନୂଆପଡା, କେନ୍ଦୁଝର, ବାଲେଶ୍ୱର, ଯାଜପୁର, କଟକ, ବୌଦ୍ଧ ଓ କନ୍ଧମାଳ । ଏଥିପାଇଁ ବିଭାଗୀୟ କର୍ମକର୍ତାମାନେ ସଚେତନ ରହିବାକୁ କୁହାଯାଇଥିବା ପ୍ରକାଶ ।

Leave A Reply

Your email address will not be published.

twelve − six =