ପୁଅର ମାଡରେ ବାପା ଗୁରୁତର

ବାରଙ୍ଗ-ନନ୍ଦନକାନନ ଥାନା ଅନ୍ତର୍ଗତ ଝିଙ୍କରଡିହ ଗ୍ରାମର ପୂର୍ବାହ୍ନରେ ଏକ ପାରିବାରିକ ଗଣ୍ଡଗୋଳ କେନ୍ଦ୍ର କରି ପୁଅ ନିଜ ବାପାକୁ ମରାଣତ୍ମକ ଆକ୍ରମଣ କରିଥିବା ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।ଖବର ପ୍ରକାଶ ଉକ୍ତ ଗ୍ରାମର ନିରଞ୍ଜନ ସାହୁ(୬୦) ଏବଂ ତାଙ୍କ ପରିବାର ବଡ ପୁଅ ,ବୋହୁ ଏକାଠି ରହୁଥିବା ବେଳେ ବଡ ପୁଅ ଓ ବୋହୁ ମଧ୍ୟରେ ସଦାସର୍ବଦା ତିକ୍ତତା ଲାଗି ରହୁଥିଲା ତେଣୁ ବଡ ପୁଅ , ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ବଡ ପୁଅ ବିଶ୍ୱଜିତ ସାହୁ(୩୫) ସ୍ତ୍ରୀ ଅନପୁର୍ଣ୍ଣା ସାହୁଭୁବନେଶ୍ୱରରେ ରହୁଥିଲେ ।

Leave A Reply

Your email address will not be published.

4 × four =