ପ୍ରବାସୀ ଟ୍ରେନ୍ ବନ୍ଦ ସମ୍ଭାବନା

ଭୁବନେଶ୍ୱର- ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ବନ୍ଦ କରିବା ପାଇଁ ଗ୍ରୀନ ସିଗନାଲ ଦେଇଛି ଭାରତୀୟ ରେଳ ମନ୍ତ୍ରାଳୟ । ଯେ ପର୍ପ୍ୟନ୍ତ ପ୍ରବାସୀଙ୍କ ଯାତାୟତ ପାଇଁ ସ୍ୱତନ୍ତ୍ର ଟ୍ରେନର ଚାହିଦା ରହିବ, ସେ ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିବ । ମେ ୩୦ ପର୍ଯ୍ୟନ୍ତ ୩୧୨ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ଅନୁମତି ମଗାଯାଇଥିଲା । ଏଯାବତ୍ ୪୦୦୦ ଲକ୍ଷ ଟ୍ରେନ ଯୋଗେ ପ୍ରାୟ ୫୬ ଲକ୍ଷ ପ୍ରବାସୀ ଶ୍ରମିକ ଘରକୁ ଫେରିଲେଣି । ତେଣୁ ପ୍ରବାସୀ ଟ୍ରେନର ଚାହିଦା ଧୀରେଧୀରେ ହ୍ରାସ ପାଉଛି ।

Leave A Reply

Your email address will not be published.

5 × four =