ଜୁୁନ୍ ପହିଲାରୁ ହଲ୍ ମାର୍କା ସୁନା ବିକ୍ରି ବାଧ୍ୟତାମୂଳକ

ଭୁବନେଶ୍ୱର: ଆସନ୍ତା ଜୁନ୍ ପହିଲାରୁ ରାଜ୍ୟରେ ହଲ୍ମାର୍କ ସୁନା ବିକ୍ରି ବାଧ୍ୟତା ମୂଳକ ହେବ ବୋଲି ଖାର୍ଦ୍ୟ, ଯୋଗାଣ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଉଭୟ ସହର ଓ ଗ୍ରାମାଞ୍ଚଳରେ ସୁନା ଦୋକାନ ପାଇଁ ଏହା ଲାଗୁ ହେବ । ଫଳରେ ଗ୍ରାହକ ଆଉ ସୁନା ଠକେଇ ଶିକାର ହେବେ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

2 + seven =