କୁକୁଡା ମାଂସ ଓ ଅଣ୍ଡା ନିରାପଦ

ଭୁବନେଶ୍ୱର- କୁକୁଡା ମାଂସ ଓ ଅଣ୍ଡା ନିରାପଦ ବୋଲି ପ୍ରାଣୀ ଚିକିତ୍ସା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି । ଏହା ଦ୍ଵାରା କରୋନା ବ୍ୟାପିବା ନେଇ କିଛି ବୈଜ୍ଞାନିକ ପ୍ରାମଣ ନାହିଁ । ତେଣୁ ଭୟଭୀତ ନ ହେବାକୁ ରାଜ୍ୟ ପଶୁପାଳନ ନିର୍ଦେଶାଳୟ କହିଛି । କୁକୁଡା ମାଂସ ଓ ଅଣ୍ଡାକୁ ଖାଇବା ପୂର୍ବରୁ ଭଲ ଭାବେ ସିଝାଇବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.

18 + eleven =