୩ରୁ ରାଜ୍ୟରେ ସମସ୍ତ କୋର୍ଟ ଛୁଟି

କଟକ: ମହାମାରୀ କରୋନା ସଂକ୍ରମଣ ଦୃଷ୍ଟିରୁ ଆସନ୍ତା ୩ତାରିଖ ସୋମାବାର ଠାରୁ ଗ୍ରୀଷ୍ମ ଅବକାଶ ପାଇଁ ହାଇକୋର୍ଟ ସହ ରାଜ୍ୟର ନିମ୍ନ ଅଦାଲତ ବନ୍ଦ ରହିବ । ଆସନ୍ତା ଜୁନ୍ ୭ତାରିଖରେ ଅଦାଲତ ଖୋଲିବ । ଏନେଇ ଓଡିଶା ହାଇକୋର୍ଟ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ରଜ ପର୍ବ ପାଇଁ ଜୁନ୍ ୧୪ରୁ ୧୬ ପର୍ଯର୍୍ୟନ୍ତ ହାଇକୋର୍ଟ ସହ ସମସ୍ତ ନିମ୍ନ ଅଦାଲତ ବନ୍ଦ ରହିବ । ପ୍ରକାଶ ଥାାଉକି ଆସନ୍ତା ୨୨ତାରିଖରୁ ହାଇକୋର୍ଟର ଗ୍ରୀଷ୍ମଛୁଟି ଆରମ୍ଭ ହୋଇଥାନ୍ତା । ତେବେ ଜରୁରୀ ଅଦାଲତ କାର୍ଯ୍ୟ ଭର୍କୁଚୁଆଲରେ ହେବ େ ବାଲି ବିଜ୍ଞପ୍ତିରେ କୁହାଯାଇଛି ।

Leave A Reply

Your email address will not be published.

five + twelve =