୧୯ ଲକ୍ଷ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ରାଜ୍ୟରେ ଟିକା ଅଭାବ ଯୋଗୁଁ ଏବେ ୧୯ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଅଛନ୍ତି । ରାଜ୍ୟକୁ ତୁରନ୍ତ ପ୍ରର୍ଯ୍ୟାପ୍ତ ଟିକା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ନିକଟକୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଏହା ବ୍ୟତିତ ବି-ଟାଇପ୍ ୨୦ହଜାର ଅକ୍ସିଜେନ୍ ସିଲିଣ୍ଡର, ୧୦୦ ଭେଂଟିଲେଟର, ୫ଲକ୍ଷ ଏନ୍‌-୯୫ ମାକ୍ସ ଏବଂ ପିପିଇ କିଟ୍ ଯୋଗାଇ ତୁରନ୍ତ ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତିି ।

Leave A Reply

Your email address will not be published.

five + seven =