ମାସ୍କ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନୂଆ ଗାଇଡଲାଇନ୍ସ

ନୂଆଦିଲ୍ଲୀ-ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମାସ୍କ ବ୍ୟବହାର ନେଇ ନୂଆ ଗାଇଡ ଲାଇନ ଜରି କରିଛି ।

  • ମେଡିକାଲରେ କାର୍ଯ୍ୟ ରତ ସଫେଇ କର୍ମଚାରୀ ମେଡିକାଲ ଗ୍ରେଡ ମାସ୍କ ପିନ୍ଧିବା ଆବଶ୍ୟକ । ଏପରି କି କୋଭିଡ ୧୯ ସଂକ୍ରମଣ ନ ଥିବା ୱାର୍ଡରେ ମଧ୍ୟ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ କର୍ମୀ ମାସ୍କ ପିନ୍ଧିବା ଜରୁରୀ ।
  • ୬୦ ବର୍ଷରୁ ଅଧିକ କିମ୍ବା ବିଛଣାରେ ପଡି ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଯଦି ସାମାଜିକ ଦୂରତା ସମ୍ଭବ ହେଉ ନାହିଁ ତେବେ ସେହି ସ୍ଥଳରେ ସେମାନେ ମେଡିକାଲ ଗ୍ରେଡ ମାସ୍କ ପିନ୍ଧିବା ଆବଶ୍ୟକ । ଅନ୍ୟମାନେ ଥ୍ରୀ-ଲେୟର ଫାଭ୍ରିକ ମାସ୍କ ପିନ୍ଧିବା ଉଚିତ ।
  • ଅଧିକ ସଂକ୍ରମିତ ହୋଇଥିବା ସ୍ଥାନରେ ରୋଗୀଙ୍କ ସହ ମେଡିକାଲର ସମସ୍ତ କର୍ମଚାରୀ ମେଡିକାଲ ଗ୍ରେଡ ମାସ୍କ ପିନ୍ଧିବା ଜରୁରୀ ।
  • ଖାଲି ବସ୍ କିମ୍ବା ଟ୍ରେନରେ ନୁହେଁ ବରଂ ଗ୍ରୋସେରି ଷ୍ଟୋର, କର୍ମ କ୍ଷେତ୍ର. ସମାଜିକ ସମାବେଶ, ଜନସାମାବେଶ, ସର୍ବ ସାଧାରଣ ସ୍ଥାନରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ।
    -ନିୟମିତ ପରିଷ୍କାର କପଡାର ମାସ୍କର ବ୍ୟବହାର କରନ୍ତୁ ।
    -ଗୋÂୀ ସଂକ୍ରମଣ ଥିଲେ ସାଧାରଣ ଲୋକ ମଧ୍ୟ ମେଡିକାଲ ଗ୍ରେଡ ମାସ୍କ ବ୍ୟବହାର କରିବେ ।
  • ସେହିପରି ହାତ ନ ଧୋଇ ମାସ୍କ ଛୁଇଁବା କିମ୍ବା ବାରମ୍ବାର ଖୋଲିବା ଓ ଲଗାଇବାରୁ ଦୂରରେ ରହିବା ।

Leave A Reply

Your email address will not be published.

eighteen + 5 =