୍    ୨୦ ଜିଲ୍ଲାରେ ସକାଳ ୬ରୁ  ରାତି ୮ଟା ଯାଏଁ ଦୋକାନ ଖୋଲା 
        ସପ୍ତାହରେ୭ ଦିନ ଖୋଲିବ ଦୋକାନ ବଜାର
 ୍    ୧୦ ଜିଲ୍ଳାରେ ସଂଧ୍ୟା ୫ଟା ଯାଏ ଖୋଲିବ ଦୋକାନ
 ୍    ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ
 ୍    ରାଜ୍ୟରେ ନାଇଟ କର୍ଫ୍ୟୁ ବଳବତ୍ତର
 ୍    ଏଣିକି ରାଜ୍ୟରେ ଚାଲିବ ବସ୍
        ଯେତିକି ସିଟ୍ ସେତିକି ଯାତ୍ରୀଙ୍କୁ ଅନୁମତି
 ୍    ପୁରୀରେ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳ ମନା
 ୍    ଟାକ୍ସି , ଅଟୋ  ଚଳାଚଳ କରିପାରିବ
 ୍    ଯେତିକି ସମୟ ଦୋକାନ ଖୋଲିବ, ସେତିକି ସମୟ ଚାଲିବ ଟାକ୍ସି , ଅଟୋ
 ୍    ପାର୍ଲର, ସ୍ପା, ଜିମ୍, ସେଲୁନ  ଖୋଲିବ
 ୍    ବିନା ଦର୍ଶକରେ କ୍ରୀଡାକୁ ଅନୁମତି 
 ୍    ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ଅନୁମତି
 ୍    ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ
 ୍    ଖୋଲିବନି ସ୍କୁଲ, କଲେଜ, କୋଚିଂ ସେଣ୍ଟର
 ୍    ସାଂସ୍କୁତିକ କାର୍ଯ୍ୟକ୍ରମ ବନ୍ଦ
 ୍    ବିବାହ, ବ୍ରତ, ଧାର୍ମିକ ଉସôବ ଉପରେ କଟକଣା ବଳବତର
 ୍    ବାର୍ ବନ୍ଦ , ରେଷ୍ଟୁରାଣ୍ଟ-ହୋଟେଲ୍ ଦେଇପାରିବେ ଖାଦ୍ୟ ପାର୍ସଲ