ବାଣୀବିହାରର ୩ ବିଭାଗ ସିଲ

ଭୁବନେଶ୍ୱର- ଉକ୍ରଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ବାଣୀବିହାରର ୩ ବିଭାଗ ସିଲ କରିଛି ପ୍ରଶାସନ । ଇଂରାଜୀ, ଦର୍ଶନ ଓ ଅର୍ଥନୀତି ବିଭାଗ ଗୋଟିଏ ବ୍ଳକରେ ରହିଥିବାରୁ ଏହି ସବୁ ବିଭାଗ ସିଲ କରିବା ସହ ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବା ପାଇଁ ବାରଣ କରାଯାଇଛି । ତେବେ ଅନଲକ୍-୧ ରେ ବିଶ୍ୱବିଦ୍ୟାଳୟ ଖୋଲା ରହିଛି ।

Leave A Reply

Your email address will not be published.

19 + four =