ଅଣ ରିହାତି ଗ୍ୟାସ ସିଲିଣ୍ଡର ୭୩ଟଙ୍କା ବଢିଲା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ବଢୁଥିବା ବେଳେ ତୈଳ କମ୍ପାନୀ ଗୁଡିକ ଆଜି ଅଣ ରିହାତି ୧୯ କେଜି ସିଲିଣ୍ଡର ପିଛା ମୂଲ୍ୟ ୭୩.୫୦ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ଦିଲ୍ଲୀରେ ୧୯ କେଜି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ ୧୫୫୦ ଟଙ୍କାରୁ ୧୬୨୩ ଟଙ୍କାକୁ ବୃଦ୍ଧି ପାଇଛି । ଅଣ ରିହାତି ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି ଫଳରେ ପୁଣି ଖାଦ୍ୟ ସାମଗ୍ରୀର ଦାମ ବଢିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
ଉଲ୍ଲେଖଯୋଗ୍ୟ, ୧୦/୧୨ ଦିନ ମଧ୍ୟରେ ତୈଳ ଦର ବୃଦ୍ଧି ହୋଇନଥିବା ବେଳେ ସରକାରୀ ତୈଳ କମ୍ପାନିମାନେ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧି କରି ପୁଣି ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି ।

Leave A Reply

Your email address will not be published.

2 × 4 =