କଣିହାଁ : ସମଲ ବ୍ୟାରେଜ ସ୍ଥିତ ସରକାରୀ ଅତିଥି ଭବନଠାରେ ସତେଇଶିଟି ପଂଚାୟତର ଅନୁସୂଚିତ ଜାତି ଓ ଜନଜାତି ଲୋକମାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି ବୈଠକରେ ସଭାପତିତ୍ୱ କରିଥିଲେ ବିଜୟ କୁମାର ବେହେରା ଓ ମଞ୍ଚ ପରିଚାଳନା କରିଥିଲେ ଧନେଶ୍ୱର ନାଏକ, କଣିହାଁ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ସମସ୍ୟାକୁ କେମିତି ସମାଧାନ କରାଯିବ, ସେ ବିଷୟରେ ଦୀର୍ଘ ଚାରି ଘଣ୍ଟା ସମୟ ଆଲୋଚନା ହୋଇଥିଲା ! ସର୍ବସମ୍ମତି କ୍ରମେ କଣିହାଁ ବ୍ଲକର ଅନୁସୂଚିତ ଜାତି ଓ ଜନଜାତିର ସଭାପତି -ପ୍ରଦୀପ କୁମାର ବେହେରା, ପ୍ରସ୍ତାବକ- କୃଷ୍ଣଚନ୍ଦ୍ର ନାଏକ, ସମର୍ଥକ-ଅରୁଣ କୁମାର ନାଏକ,ଉପ ସଭାପତି-ରଥ ଚମ୍ପିୟା, ପ୍ରସ୍ତାବକ-ବଳଭଦ୍ର ନାଏକ, ସମର୍ଥକ-ରଘୁନାଥ ବେହେରା, ଉପ ସଭାପତି-ଜୟ କୁମାର ନାଏକ, ପ୍ରସ୍ତାବକ-ବିଜୟ କୁମାର ବେହେରା, ସମର୍ଥକ-ପ୍ରଦୀପ କୁମାର ବେହେରା,ସାଧାରଣ ସମ୍ପାଦକ-ଅରୁଣ କୁମାର ନାଏକ, ପ୍ରସ୍ତାବକ-ପ୍ରଦୀପ କୁମାର ବେହେରା, ସମର୍ଥକ-ବଳଭଦ୍ର ନାଏକ, ଯୁଗ୍ମ ସମ୍ପାଦକ-ବିଜୟ କୁମାର ବେହେରା, ପ୍ରସ୍ତାବକ-ଧରଣୀଧର ବେହେରା, ସମର୍ଥକ-ଧନେଶ୍ୱର ନାଏକ,କୋଷାଧକ୍ଷ-ଦୁଃଖବନ୍ଧୁ ବେହେରା, ପ୍ରସ୍ତାବକ- ରଘୁନାଥ ବେହେରା, ସମର୍ଥକ-ନିରଞ୍ଜନ ବେହେରା,କାର୍ଯ୍ୟନିର୍ବାହୀ ସଦସ୍ୟ-ରାଜେନ୍ଦ୍ର ପ୍ରସାଦ ନାଏକ, ସାଗର ସେଠି, ଖଗେଶ୍ୱର ନାଏକ, କୃଷ୍ଣ ଚନ୍ଦ୍ର ନାଏକ,ଜିତେନ୍ଦ୍ର ମୁଣ୍ଡା,ଟୁନା ଚମ୍ପିୟା, ଗୁରୁଚରଣ ସିଙ୍କୁ,ଧନେଶ୍ୱର ନାଏକ,ବଳଭଦ୍ର ନାଏକ, ଲମ୍ବୋଦର ବେହେରା, ଅନୁକୂଳ ନାଏକ, ବସନ୍ତ ନାଏକ,ପଙ୍କଜ ନାଏକ,ସୁଶାନ୍ତ ବେହେରା, ସନ୍ତୋଷ ବେହେରା ବୀରବରସେଠି,ଉପଦେଷ୍ଟାକମିଟି,ସୁଦର୍ଶନ ବେହେରା,ବଳରାମ ନାଏକ, ପ୍ରଶ୍ନ ନାଏକ, ରାଉତରା ନାଏକ, ରଘୁନାଥ ବେହେରା, ପ୍ରତାପ ବେହେରା, କୁଳମଣି ବେହେରା,ନିରଞ୍ଜନ ବେହେରା, ପ୍ରବାସୀ ବେହେରା, ଆଇନ ପରାମର୍ଶଦାତା, ପ୍ରଫୁଲ୍ଲ ଚନ୍ଦ୍ର ନାଏକ, ଜଳଧର ବେହେରା, କଣିହାଁ ବ୍ଲକର ସତେଇଶିଟି ପଂଚାୟତର ଅନୁସୂଚିତ ଜାତି ଓ ଜନଜାତି ଲୋକମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ନ୍ୟାର୍ଯ୍ୟ ଅଧିକାର ତଥା ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ମତବ୍ୟକ୍ତ କରିଥିଲେ ! ଅସ୍ଥାୟୀ ସଭାପତି ତାଙ୍କ ପଦବୀ ନୂତନ ସଭାପତିଙ୍କୁ ହସ୍ତାନ୍ତର କରିବା ପରେ ଶ୍ରୀଯୁକ୍ତ ବଳରାମ ନାଏକ ନୂତନ ସଭାପତି ଓ ସମ୍ପାଦକଙ୍କୁ ଶପଥ ପାଠ କରାଇଥିଲେ,ତାପରେ ଖଗେଶ୍ୱର ନାଏକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ, ପରିଶେଷରେ ସଭାପତି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସଭା ସାଙ୍ଗ କଲେ !
ReplyForward |