ଯାଜପୁର : ବରୀ ବ୍ଲକ ଭଅଁରା ଗ୍ରାମ ପଂଚାୟତର ଭଅଁରା ନନ୍ଦଲାଲଜିଓ ମଠ ପରିସରରେ ବାଲେଶ୍ୱର ବାହାନାଗା ଠାରେ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯାତ୍ରୀ ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା ଉଦେଶ୍ୟରେ ଠାକୁରଙ୍କ ପାଖରେ ସମୂହ ଦୀପଦାନ କରାଯାଇଥିଲା । ଏଥିରେ ମଠର ମହାରାଜା ରାମେଶ୍ୱର ଦାସଙ୍କ ସହିତ ବିଶ୍ୱଭୂଷଣ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।