ଲୁଚକାଳି ଖେଳ ହେବକି କାଳ

  • ବିଧାନ ସଭାରେ ତାରାଙ୍କ ଗର୍ଜନ

ଭୁବନେଶ୍ୱର: କଂଗ୍ରେସର ଟାଣୁଆ ନେତା ତାରା ବାହିନୀପତି ଲମେକ୍ସ ଲୁଟ ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରସଙ୍ଗରେ ଚଳିତ ବିଧାନ ସଭାର ପ୍ରଶ୍ନ କାଳରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରି ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ବାନ୍ଧିବା ସହିତ ସେମାନଙ୍କର bank account ଅଚଳ କରିବା ସହିତ ସମସ୍ତ ସମ୍ପତି ଜବତ କରିବା ନିମିତ୍ତ ଦାବି ଉତ୍ଥାପନ କରି police DG, Arun bothra ଓ CP ଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଆଦେଶ ଦେବାକୁ ଦାବି କରିଥିଲେ। ଏହି ମାମଲାରେ ତାରା ମୁଖ୍ୟ ମନ୍ତ୍ରୀଙ୍କ ପତ୍ର ମଧ୍ୟ ଲେଖି ତୁରନ୍ତ action ନେବାକୁ ଦାବି କରିଛନ୍ତି। ଦଳମତ ନିର୍ବିଶେଷରେ congress ର ସୁର, BJP ra suryabansi Suraj ଓ BJD ର ଅମର ଶତପଥୀ ପ୍ରମୁଖ ତାଙ୍କର ଦାବିକୁ ବିଧାନ ସଭାରେ ସମର୍ଥନ କରିଥିଲେ। ଉଚ୍ଚ ସୁଧର ପ୍ରଲୋଭନ ସହ ଘର ଦେବାର ଆଶା ଦେଖାଇ export କରିବା ବାହାନାରେ conman ରାଜୀବ ଦାସ , ତା ସ୍ତ୍ରୀ ସୋନିଆ ଏବଂ ଅନ୍ୟ ମାନେ jindal, birla, axis Bank, port ଆଦିର ଜଳି ଦସ୍ତାବିଜ ବଳରେ ଅଭିଯୋଗକାରୀ ମାନଙ୍କର କୋଟି କୋଟି ଟଙ୍କା ଠକି ନେଇଥିଲେ। ପୂର୍ବରୁ ଏହି ମାମଲାରେ ବିଧାନ ସଭାରେ ଦଳ ମତ ନିର୍ବିଶେଷରେ ପ୍ରଶ୍ନ ଉଠିବା ପରେ ମୁଖ୍ୟମନ୍ତ୍ରୀ କ୍ରାଇମ-ବ୍ରାଞ୍ଚ କୁ ମାମଲା ହସ୍ତାନ୍ତର କଲା ପରେ ରାଜୀବ ଦାସ ଗିରଫ ହୋଇ ଦଶ ମାସ ହେଲା ଜେଲ୍ ରେ ଥିବା ବେଳେ ଅନ୍ୟ ମାନେ ଫେରାର ଅଛନ୍ତି ଏବଂ ସେମାନଙ୍କର ବିରୁଦ୍ଧରେ NBW issue ହୋଇ ଥିଲେ ମଧ୍ୟ police ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରିପାରି ନାହିଁ।

Leave A Reply

Your email address will not be published.

twelve − six =