ଓଡିଶାରେ ଆଖିବୁଜିଲା ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୯ ରେ ପଂହଚିଲା । ଗୁରୁବାର କରୋନାରେ ଆକ୍ରାନ୍ତ ଜଣେ ୩୮ ବର୍ଷୀୟା ମହିଳାଙ୍କ ମୃତୁ୍ୟ ହୋଇଛି । ମୃତକ ମହିଳା ଭୁବନେଶ୍ୱରର । ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ସୋରିଆସିସ ପାଇଁ ଦୀର୍ଘ ଦିନରୁ ସେ ଚିକିତ୍ସିତ ହେଉଥିଲେ । ତେବେ ସେପ୍ଟିକ ସକ ଓ ମଲ୍ଟି ଅର୍ଗାନ ଫେଲ ପାଇଁ ତାଙ୍କର ମୃତୁ୍ୟ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

thirteen − 13 =