ଦୁବାଇରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ଆଣୁଛନ୍ତି ଲେଡି ପାଇଲଟ

ଭୁବନେଶ୍ୱର- କରୋନା ଲକଡାଉନ ଯୋଗୁଁ ଦୁବାଇରେ ଫସି ରହିଥିବା ୨୧୫ ଓଡିଆ ପ୍ରବାସୀ
ଏୟାର ଆରବିଆ ସ୍ୱତନ୍ତ୍ର ବିମାନ ଯୋଗେ ଆସୁଛନ୍ତି । ସବୁଠୁ ବଡ କଥା ହେଉଛି ଏହି ବିମାନର ପାଇଲଟ ଜଣେ ଝିଅ । ତାଙ୍କ ଘର ଭୁବନେଶ୍ୱର । ଦୁବାଇର ଓଡିଆ ସମାଜର ଉଦ୍ୟମ ତଥା ବନ୍ଦେ ଭାରତ ମିଶନ ଜରିଆରେ ପ୍ରବାସୀ ମାନେ ଫେରୁଛନ୍ତି । ଆଜି ଅପରାହ୍ନଣ ୧ଟାରେ ପଂହଚିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

3 × 2 =