ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ପୁଣି ପିଟିସନ ଦାୟର

ଭୁବନେଶ୍ୱର- ରଥଯାତ୍ରା ପାଇଁ ପୁଣି ସୁପ୍ରିମକୋର୍ଟରେ ଦାୟର ହେଲା ମୋଡିଫିକେସନ ପିଟିସନ । ପୁରୀରେ ସଟଡାଉନ ଘୋଷଣା କରି ରଥାଯାତ୍ରା କରିବା , ଓ ରାୟରେ ଆଂଶିକ ପରିବର୍ତନ ଆଣିବା ପାଇଁ ଅଫତାବ ହୁସେନ ପିଟିସନରେ ଆବେଦନ କରିଛନ୍ତି । ଚଳିତ ବର୍ଷ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ଏନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ତେଣୁ ରାୟର ପୁନଃବିଚାର କରିବା ପାଇଁ କୋର୍ଟରେ ପିଟିସନ ଦାୟର କରାଯାଇଛି ।

Leave A Reply

Your email address will not be published.

eight + 10 =