ପୁଣି ବଢିଲା ତୈଳଦର

ନୂଆଦିଲ୍ଲୀ- ଗତ ୧୪ ଦିନ ଧରି କ୍ରମାଗତ ଭାବେ ତେଳଦର ବୃଦ୍ଧି ପାଇବାରେ ଲାଗିଛି । ଶନିବାର ଦିଲ୍ଲୀରେ ପେଟ୍ରାଲ ଲିଟର ପିଛା ୦.୫୧ ପଇସା ଓ ଡିଜେଲଦର ୦୬୧ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିିତ ତେଳଦର ଅନୁସାରେ ପେଟ୍ରୋଲ ଲିଟର ପିଛା ୩୮.୮୮ ଥିବା ବେଳେ ଡିଜେଲ ଦର ୭୭.୬୭ ଟଙ୍କା ରହିଛି । ତେଲ ଦର ସ୍ଥାନୀୟ ଟ୍ୟାକ୍ସ ମିଶାଇ ଭିନ୍ନ ଭିନ୍ନ ଦରରେ ମିଳିବ । ଦେଶରେ କରୋନା ପାଇଁ ବ୍ୟବସାୟ ବନ୍ଦ ହୋଇପଡିଛି । ଅଧିକାଂଶ ଲୋକ ମଧ୍ୟ ଚାକିର ହରାଉଛନ୍ତି ।ତେଣୁ ଏଭଳି ପରିସ୍ଥିତିରେ ତେଳ ଦର ବୃଦ୍ଧି ସାଧାରଣ ଜନତାଙ୍କ ଅସନ୍ତୋଷ ବଢାଉଛି ।

Leave A Reply

Your email address will not be published.

nine + eight =