ରାଜ୍ୟରେ କରୋନା ମୃତ୍ୟୁ୧୬ କୁବୃଦ୍ଧି

ଭୁବନେଶ୍ୱର,୨୨.୬ (ନି.ପ୍ର.): ରାଜ୍ୟରେ କରୋନା ନେଲା ଆଉ ଦୁଇ ମୁଣ୍ଡ । ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୬ ରେ ପହଞ୍ଚିଲା ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୁଚନା ଦେଇଛନ୍ତି । ମୟୁରଭଞ୍ଜର ଜଣେ ୬୦ ବର୍ଷ ବୟସ୍କ ଏବଂ ଗଞ୍ଜାମର ୪୬ ବର୍ଷୀୟ ବ୍ୟକ୍ତି କରୋନା ରେ ମୃତ୍ୟୁ ବରଣ କରିଛନ୍ତି । ମୟୁରଭଞ୍ଜର ସଂକ୍ରମିତ ଜଣଙ୍କ କର୍କଟ ରୋଗରେ ପିଡିତ ଥିବା ବେଳେ ଗଞ୍ଜାମର ମୃତକ ନିମୋନିଆରେ ଆକ୍ରାନ୍ତ ଥିଲେ ।

Leave A Reply

Your email address will not be published.

20 − nine =