ଦକ୍ଷିଣ ମେକ୍ସିକୋରେ ଶକ୍ତିଶାଳୀ ଭୂ-କମ୍ପ ବିଦେଶ By Nyayabati Live Last updated Jun 24, 2020 153 0 ମେକ୍ସିକୋ- ଦକ୍ଷିଣ ମେକ୍ସିକୋର ପ୍ରଶାନ୍ତ ମହାସାଗର ଉପକୂଳରେ ବଡଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ।ରିକ୍ଟର ସ୍କେଲେରେ ଏହାର ତ୍ରୀବତା ୭.୪ ରହିଥିଲା । ଏହି ଭୂମିକମ୍ପରେ ଛଅ ଜଣ ବ୍ୟକ୍ତିଙ୍କ ମୃତ୍ୟ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି । ଏହାର ପ୍ରଭାବରେ ୨୦୦ ଘର ନଷ୍ଟ ହୋଇଛି । 0 153 Share