ଅନ୍ୟ ଜିଲ୍ଲାର ପୁଲିସକୁ ପୁରୀ ମନା

ଭୁବନେଶ୍ୱର- ବାହାର ଜିଲ୍ଲାର ପୁଲିସଙ୍କୁ ପୁରୀ ମନା । ଜୁଲାଇ ୪ ତାରିଖ ପର୍ଯନ୍ତ କୌଣସି ବାହାର ଜିଲ୍ଲାର ପୁଲିସ ଅଧିକାରୀ ପୁରୀ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି ପୁଲିସ ଡିଜି କହିଛନ୍ତି । ଶୃଙ୍ଗଳିତ ବ୍ୟବସ୍ଥା ପାଇଁ ଏଭଳି ଗାଇଡଲାଇନ ଜାରି କରିଛନ୍ତି ଡିଜିପି ।

Leave A Reply

Your email address will not be published.

seventeen − sixteen =