ନାରୀ ଦୁର୍ବଳା ନୁହେଁ

ଭୁବନେଶ୍ୱର: ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ ପୁରୁଷଙ୍କ ସମକକ୍ଷ । ଏକଥା ପ୍ରମାଣ କରିଦେଇଛନ୍ତି ଭଦ୍ରକ ଜିଲ୍ଲାର ଛାୟାରାଣୀ ସାହୁ । ଆଜିକା ସମୟରେ ମହିଳାଙ୍କ ପାଇଁ କିଛି ବି ଅସମ୍ଭବ ନାହିଁ ବୋଲି ସେ ଦର୍ଶାଇଛନ୍ତି । କରୋନା ପାଇଁ ଗାଁ ଗାଁ ବୁଲି ପନିପରିବା ବାଂଟୁଥିବା ମହିଳା ଆଜି ଚାଷ ପାଇଁ ଫୁଣି ଥରେ ଚର୍ଚ୍ଚାରେ । ପୁରୁଷ ସମାଜ ଉପରେ ନିର୍ଭର ନକରି ନିଜେ ପାୱାରଟିଲର ଚଲାଇ ଜମି ହଳ କରିଛନ୍ତି ।ସେ ନିଜ ଟ୍ୱିଟର ପେଜରେ ହଳ କରୁଥିବା ଭିଡିଓକୁ ସେୟାର କରିି ଲେଖିଛନ୍ତିଯେ ଜଣେ ନାରୀ ସମସ୍ତ ପ୍ରକାର କାମ କରିବା ଆବଶ୍ୟକ । ଏଥିରେ ତାକୁ ସଙ୍କୋଚ ମନେ କରିବା ର୍ମୁଖାମିର ପରିଚୟ ।

Leave A Reply

Your email address will not be published.

4 × five =