ଭୁବନେଶ୍ୱର: ଭୂମୀହୀନଙ୍କୁ ସର୍ବନିମ୍ନ ୪ ଡେସିମିଲ ଘରଡିହ ଜମୀ ଯେଗାଇ ଦେବା, ବାରିପଦାର ଜରାଳି ସରାଳି ନଦୀ ଉଭୟ ପାଶ୍ୱର୍ର ସରକାରୀ ଜମୀକୁ ଉଦ୍ଧାର କରାଯିବା, ସହରାଂଚଳରେ ଥିବା ବହୁ ମୂଲ୍ୟବାନ ଜମୀର ପୁନରୁଦ୍ଧାର କରାଯାଇ ଭୂମୀହିନଙ୍କୁ ଯୋଗାଇଦେବା ଲାଗି ସିପିଆଇ ଓ ଏସୟୁସିଆଇ ପକ୍ଷରୁ ଦୃଢ ଦାବୀ ହୋଇଛି ।