ଓଡ଼ିଶା ସମେତ ୪ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର

ଓଡ଼ିଶା ସମେତ ୪ ରାଜ୍ୟକୁ ରିପୋର୍ଟ ମାଗିଲା କେନ୍ଦ୍ର
ଭୁବନେଶ୍ୱର : ଜୁଲାଇରେ ଆରମ୍ଭ ହେବ ଅନ୍ଲକ ୨.୦ । ଏଥିରେ ଲକ୍ଡ଼ାଉନ୍ ରେ ରାଜ୍ୟକୁ ଫେରିଥିବା ପ୍ରବାସୀ ମାନଙ୍କୁ କାମ ଯୋଗାଇ ଦିଆଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।ତେବେ ଶ୍ରମିକଙ୍କ ଦକ୍ଷତା ପରିମାପ ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ କେନ୍ଦ୍ର ସରକାର ଓଡ଼ିଶା ସମେତ ଉତରପ୍ରଦେଶ ,ବିହାର ଓ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି । ରାଜ୍ୟକୁ ଫେରିଥିବା ପ୍ରବାସୀ ମାନଙ୍କୁ ରୋଜଗାର କ୍ଷମ କରିବା ସହ ଶିଳ୍ପାନୁଷ୍ଠାନ ଗୁଡ଼ିକ କିପରି ସ୍ଥାନୀୟ ଅଂଚଳରେ ଉପଲବ୍ଧ ଶ୍ରମ ଶକ୍ତିର ଉପଯୋଗ କରିପାରିବେ ସେଥିପାଇଁ ଉଦ୍ୟମ କରାଯିବ ।

Leave A Reply

Your email address will not be published.

one × one =