ଟାଙ୍ଗି ସାହି ହେଲା କଂଟେନମେଂଟ ଜୋନ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୁରୁଜଙ୍ଗଲ ୧୭ନମ୍ବର ୱାର୍ଡ ସ୍ଥିତ ଟାଙ୍ଗି ସାହିରେ ପଜେଟିଭ ବାହାରିଥିବାରୁ ଏହାକୁ ଜିଲାପାଳ ଆାଜି କଂଟେନମେଂଟ ଜୋନ୍ ରୂପେ ଘୋଷଣା କରିଛନ୍ତି । ଏହି ଘୋଷଣାରେ ସେ ପ୍ରକାଶ କରିଛନ୍ତି । ଯେ ୨୮ ତାରିଖ ରବିବାର ଠାରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ଏହା ଲାଗୁ ହେବ । ପହିଲାରେ ଦିନ ୧୧ଟା ପର୍ଯ୍ୟନ୍ତ ଏହି ଜୋନ୍ କଟକଣା ବଳବତର ରହିବ । ସୂଚନା ଯୋଗ୍ୟ ଆଯି ଗଂଜାମ ଜିଲ୍ଲାର ୭୫ ବର୍ଷ, କଟକ ଜିଲ୍ଲାର ୬୫ ବର୍ଷ ଓ ଭୁବନେଶ୍ୱର ଜିଲ୍ଲାର ୭୩ ବର୍ଷ ବୟସ୍କ ତିନି ଜଣ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.

thirteen + nine =