ଭୁବନେଶ୍ୱର- ମେ ୨୦ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟରେ ୬୦ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯିବ । ଖାତାଦେଖିବାକୁ ଥିବା ସମସ୍ତ ଇନଭିଜିଲେଟର ମେ ୧୯ ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ ଦେବାନେଇ ମନ୍ତ୍ରୀ କହିଛନ୍ତି ।