ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍

ନୂଆଦିଲ୍ଳୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାଜଧାନୀ ଦିଲ୍ଳୀର ୩୫ ଲୋଧି ରୋଡ ସ୍ଥିତ ବଙ୍ଗଳା ଖାଲି କରିବା ପାଇଁ ନିର୍ଦେଶ ଦେଇଛନ୍ତି । ପ୍ରିୟଙ୍କା ୧୯୯୭ ମସିହାରୁ ଉକ୍ତ ବଙ୍ଗଳାରେ ରହିଆସୁଛନ୍ତି । ଏସପିଜି ଆଇନ ଅଧିନରେ ସୁରକ୍ଷା ପାଉଥିବାରୁ ତାଙ୍କୁ ସରକାରୀ ବଙ୍ଗଳା ଦିଆଯାଇଥିଲା । ଗତ ବର୍ଷ କେନ୍ଦ୍ର ସରକାର ପ୍ରିୟଙ୍କା ଗାନ୍ଧୀ ତାଙ୍କ ମା ସୋନିଆ ଗାନ୍ଧୀ, ଭାଇ ରାହୁଲ ଗାନ୍ଧୀଙ୍କ ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରିନେଇଥିଲେ ।

Leave A Reply

Your email address will not be published.

3 × two =