ଇଣ୍ଡି-ଗୋ ବିମାନରେ ଯାତ୍ରା କଲେ ଡାକ୍ତର ଓ ନର୍ସଙ୍କ ପାଇଁ ୨୫ ପ୍ରତିଶତ ରିହାତି ପ୍ରମୁଖ ଖବର By Nyayabati Live Last updated Jul 2, 2020 134 0 ନୂଆଦିଲ୍ଲୀ- ଇଣ୍ଡି-ଗୋ ବିମାନରେ ଡାକ୍ତର ଓ ନର୍ସ ଯାତ୍ରା କଲେ ୨୫ ପ୍ରତିଶତ ରିହାତି ଦେବାକୁ ଇଣ୍ଡି-ଗୋ ପକ୍ଷରୁ କୁହାଯାଇଛି । ଏହି ରିହାତି ଜୁଲାଇ ୧ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବଳବତର ରହିବ । ଡକ୍ତର ଓ ନର୍ସ ଆଗ ଧାଡିର ଯୋଦ୍ଧା ହୋଇଥିବାରୁ ଇଣ୍ଡି-ଗୋ ଏଭଳି ନିଷ୍ପତି ନେଇଛନ୍ତି । 0 134 Share