ଆଧାରକାର୍ଡ ସଂଶୋଧନ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ- ଆଧାରକାର୍ଡ ସଂଶୋଧନ ପାଇଁ ଆବେଦନ ଆରମ୍ଭ । ଆଧରକାର୍ଡରେ ବେଳେ ବେଳେ ତ୍ରୁଟି ପୂର୍ଣ୍ଣ ନାମ, ଠିକଣା ଓ ଫଟୋ ରହିଯାଇଥାଏ । ତେଣୁ ଏହାକୁ ପୁଣି ଥରେ ସଂଶଧୋନ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଆବେଦନ କାରୀ ସ୍ପିଡ୍ ପୋଷ୍ଟ ଜରିଆରେ ୧୫ ଦିନ ଭିତରେ ସଂଶୋଧିତ ଆଧାର କାର୍ଡ ପାଇପାରିବେ । ପୂର୍ବରୁ ଆଧାର କାର୍ଡରେ ଯେଉଁ ମୋବାଇଲ ନମ୍ବର ରହୁଥିଲା ସଂଶୋଧନ ସମୟରେ ସେହି ନମ୍ବରକୁ ଏକ ଓଟିପି ଯାଉଥିଲା । ଏହି ଓଟିପି ନମ୍ବର ଦ୍ୱରା ସଂଶୋଧନ କରାଯାଉଥିଲା । କିନ୍ତୁ ଏବେ କିଛିଟା ପରବର୍ତନ କରାଯାଇଛି । ପୂର୍ବ ମୋବାଇଲ ନମ୍ବର ନଥିଲେ ମଧ୍ୟ ନୂଆ ନମ୍ବର ଦେଇ ସଂଶୋଧନ କରିହେବ । ସଂଶୋଧିତ ଆଧାର କାର୍ଡ ପାଇଁ ୫୦ଟଙ୍କା ଦେୟ ଦେବାକୁ ପଡିବ । ଯଦି ୧୫ ଦିନ ଭିତରେ ସଂଶୋଧିତ ଆଧାର କାର୍ଡ ନଆସେ ତେବେ UIDI ପକ୍ଷରୁ ଜାରି କରାଯାଇଥିବା https/residet.uidai.gov.in/aadhaar reprient or# mAadhaar APP ଜରିଆରେ ପାଇପାରିବେ । ଏହି ସଂଶୋଧନ ପକ୍ରିୟା ୨୦୧୮ ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.

five × 4 =