ଆମେରିକା ସେନା ଭାରତୀୟଙ୍କ ସହିତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ହୋଇଥିବା ତୁମୁଳକାଣ୍ଡର ଅନ୍ତ ହୋଇଛି । ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ହେବାକୁ ଲାଗିଛି । ଏସବୁ ମଧ୍ୟରେ ଆମେରିକା ପଟରୁ ଆସିଛି ଏକ ବନ୍ଧୁତ୍ୱପୂର୍ଣ୍ଣ ବାର୍ତା । ଭାରତ ଓ ଚୀନ୍ ର ବିବାଦ ଯଦି ବଢିଥାନ୍ତା ଆମେ ଭାରତୀୟ ସେନାଙ୍କ ସହ ଛିଡାହୋଇଥାନ୍ତୁ ବୋଲି କହିଛନ୍ତି, ଆମେରିକା ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ର ଜଣେ ସଦସ୍ୟ କହିଛନ୍ତି ଯେ ଚୀନ୍ ର ଅତ୍ୟାଚାର ବଢି ଚାଲିଛି , ଏହି ଅତ୍ୟାଚାରର ଯବାବ ଆମେ ନୁହେଁ ଆମ ସୈନ୍ୟ ମାନେ ଦେବେ । ଚୀନ୍ ଯଦି ଯୁଦ୍ଧର ମନୋବୃତି ରଖେ ଆମ ସୈନ୍ୟ ମାନେ ତା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

2 × 4 =