ପ୍ଳାଜମା ଦାନ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଦିନ ପ୍ଲାଜମା ଦାନ କରିଛନ୍ତି । ସିନ୍ଧିଆ ପ୍ଲାଜମା ଦାନ କରିବା ସମୟରେ ନିଜ ଫଟୋ ଟ୍ୱିଟ୍ ରେ ସେୟାର କରି କହିଛନ୍ତିି ଯେ ସଂକ୍ରମଣକୁ ସାମ୍ନା କରି ମୋ ଭଳି ଅନେକ ଲୋକ ନିଜ ପ୍ଳାଜମା ଦାନ କରି ଅନ୍ୟ ସଂକ୍ରମିତଙ୍କୁ ଚିକିତ୍ସାରେ ସାହାର୍ଯ୍ୟ କରିବା ଉଚିତ୍ । ଦେଶବାସୀଙ୍କ ଜୀବନର ସୁରକ୍ଷା କରିବା ସମସ୍ତିଙ୍କର ଦାୟିତ୍ୱ ଅଟେ । ସୂଚନା ଅନୁସାରେ ଜୁନ୍ ମାସର ପ୍ରଥମ ସପ୍ତାହରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମାତା ମାଧବୀ ରାଜେ ସିନ୍ଧିଆଙ୍କ କରୋନା ପଜିଟିଭ୍ ଥିବା ଜଣାପଡିଥିଲା ।

Leave A Reply

Your email address will not be published.

15 + fourteen =