ଡିଜିଟାଲ ଆନ୍ଦୋଳନ

ଭୁବନେଶ୍ୱର: କରୋନା ଭଳି ସଂକଟ ସମୟରେ ମଣିଷ ଜୀବନ ଓ ଜିବିକା ଭିତରେ ଜିବିକାକୁ ବାଛୁଥିବା ବେଳେ , ସରକାର କିନ୍ତୁ ଦରମାରେ ପାତରଅନ୍ତର କରୁଛନ୍ତି ବୋଲି ଓଡିଶା ଚୁକ୍ତିଭିତିକ କର୍ମଚାରୀ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଛିି । । ସ୍ଥାୟୀ ନିଯୁକ୍ତି ନେଇ ଦୀର୍ଘ ବର୍ଷର ଦାବିକୁ ଏଡାଇ ଚାଲଛନ୍ତି ସରକାର । ଏହା ବିରୋଧରେ ସଂଘ ପକ୍ଷରୁ ଡିଜିଟାଲ ଧାରଣା ଚାଲିଛି । ଏହି ଆନ୍ଦୋଳନ ୧୨ ଦିନରେ ପହଁଚିଛି , କିନ୍ତୁ ସବୁଥର ଭଳି ସରକାର ପ୍ରତିଶୃତି ଦେଇ ଫେରାଇ ଦେଉଛନ୍ତି । ସରକାର ଏହି ପାତରଅନ୍ତରର ଅନ୍ତ ଘଟାନ୍ତୁ ବୋଲି ଓଡିଶା ଚୁକ୍ତିଭିତିକ କର୍ମଚାରୀ ମହାସଂଘର ସଭାପତି ବିଜୟ ମଲ୍ଲ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

one × 3 =