ଆମ୍ବୁଲାନ୍ସ ନେଲାନି ଛଟପଟ ହୋଇ ଜୀବନ ହାରିଲେ ବାପା

ବ୍ରହ୍ମପୁର- ୨୦ ଘଂଟା ଧରି ଗଛ ମୂଳରେ ଛଟପଟ ହୋଇ ପ୍ରାଣ ହରାଇଲେ ରୋଗୀ । ଲୋକେ ଦେଖିଲେ, ମେବୋଇଲରେ ଫଟୋ ଭିଡିଓ ଉଠାଇଲେ, ଆମ୍ବୁଲାନ୍ସ ମଧ୍ୟ ଆସିଲା କିନ୍ତୁ କରୋନା ରୋଗୀ ହୋଇଥିବା ଆଶଙ୍କା କରି ହସ୍ପିଟାଲକୁ ନେଲେନାହିଁ । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରର ଶ୍ରୀରାମନଗର ଅଂଚଳରେ । ହସ୍ପିଟାଲ ଯାଇନପାରିବାରୁ ୫୫ ବର୍ଷୀୟ ଶିବପ୍ରସାଦ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

7 − 4 =