ଶକ୍ତି ସଂକଟର ବିକଳ୍ପ ବ୍ୟବସ୍ଥା : ରାଜ୍ୟସରକାର

ଭୁବନେଶ୍ୱର: ବ୍ଲକ କାର୍ଯ୍ୟଳୟଗୁଡିକ ଏଣିକି ଆଉ ବିଜୁଳି ଶକ୍ତି ଉପରେ ନିର୍ଭର କରିବେ ନାହିଁ । ସମସ୍ତ ବ୍ଲକ ଅଫିସ ଛାତରେ ସୈାରଶକ୍ତି ପ୍ଲାଂଟ ପ୍ରତିଷ୍ଟା କରାଯିବ । ଏଥିରୁ ଉତ୍ପାଦିତ ବିଜୁଳି ବ୍ଲକ କାର୍ଯ୍ୟାଳୟରେ ବିନିଯୋଗ ହେବ । ଏଭଳି ନିଷ୍ପତି ଗ୍ରହଣ କରିଛନ୍ତି ରାଜ୍ୟସରକାର । ପ୍ରାଥମିକ ପର୍ଯ୍ୟାୟରେ ୧୩୫ ବ୍ଳକ କାର୍ଯ୍ୟାଳୟରେ ସୈାର ଶକ୍ତି ପ୍ଲାଂଟ ବସାଯିବ । ଏ ଦିଗରେ ଅକ୍ଷୟ ବିକାଶ ଶକ୍ତି ସଂସ୍ଥାକୁ କାମ ଆରମ୍ଭ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

four × 1 =