ପୁଣି ବନ୍ଦ ହେଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ

ସମ୍ବଲପୁର- କୋଭିଡ-୧୯ କୁ ଦୃଷ୍ଟରେ ରଖି ଜୁଲାଇ ୧୪ରୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । ବିଶ୍ୱବିଦ୍ୟାଳୟର ସମସ୍ତ ଦରକାରୀ କାମ ୱେସାଇଟରେ ଉପଲବ୍ଧ ହେବ । ସମସ୍ତ ଅଧ୍ୟାପକ ଓ ଅଧ୍ୟପିକା ମାନେ ନିଜ ମୋବାଲ ଫୋନ ସୁଇଚିଅଫ ନକରିବା ପାଇଁ କୁହାଯାଇଛି । କର୍ମଚାରୀ ଅଫିସ ନଆସି ଘରେ ରହି ୱାକ ଫର୍ମ ହୋମ କରିବାକୁ ନିର୍ଦେଶ ଦିଆଯାଇଛି । କରୋନାର ଭୟାବହତାକୁ ନେଇ ଜୁଲାଇ ୭ ତାରିଖରୁ ବିଶ୍ୱବିଦ୍ୟାଳୟ ବନ୍ଦ ରହିଥିଲା । ଜୁଲାଇ୧୪ରେ ଖୋଲିବା ନେଇ ନିଷ୍ପତି ନିଆଯାଇଥିଲା । କିନ୍ତୁ କରୋନା ବଢୁଥିବାରୁ ଏଭଳି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

four − four =