ବାଙ୍କୀ ମୁଖ୍ୟ ଚିକିତ୍ସାଳୟ ଓପିଡି ବନ୍ଦ

ଭୁବନେଶ୍ୱର- ବାଙ୍କୀ ମୁଖ୍ୟ ଚିକିତ୍ସାଳୟ ଓପିଡି ୨ ଦିନ ଧରି ବନ୍ଦ ରହିବ । ଜଣେ ଡାକ୍ତରଙ୍କ ପୁଅ କରୋନା ପଜିଟିଭ ପରେ ଏଭଳି ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ । ଡାକ୍ତରଙ୍କ ସହ ମିଳାମିଶା କରିଥିବା ୬ ଜଣ ଡାକ୍ତରଙ୍କୁ ହୋମ କ୍ୱାରେନଂଟାଇନ ପଠାଯାଇଛି । ମେଡିକାଲକୁ ସଂପୂର୍ଣ୍ଣ ରୂପେ ସାନିଟାଇଜ କରାଯାଉଛି ।

Leave A Reply

Your email address will not be published.

two + seventeen =