ମେ ୧୬ ପରେ ବଢିବ ତାତି ରାଜ୍ୟ By Nyayabati Live Last updated May 12, 2020 29 0 ଭୁବନେଶ୍ୱର- ମେ ୧୬ ତାରିଖ ପରେ ତାପମାତ୍ରାରେ ପରିବର୍ତନ ହେବ । ପାରଦ ବଢିବା ସାଙ୍ଗଙ୍କୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ୨ ସପ୍ତାହ ଧରି ଏଭଳି ସ୍ଥିତି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ପୂର୍ବାନୁମାନ କରିଛି । 0 29 Share