ଡା.ତାପ୍ତି ପଣ୍ଡାଙ୍କ ମହାନତା

ବ୍ରହ୍ମପୁର:ନ୍ୟୁୟର୍କରେ ରହୁଥିବା ପ୍ରବାସୀ ଡାକ୍ତର ତାପ୍ତି ପଣ୍ଡା ବ୍ରହ୍ମପୁର ମହାନଗର ନିଗମ କର୍ତୃପକ୍ଷଙ୍କୁ ସହଯୋଗର ହାତ ବଢାଇଛନ୍ତି । ସେ ୧୫ଲକ୍ଷ ଟଙ୍କା ମୂଲ୍ୟର ଆଧୁନିକ ସ୍ୱାବ୍ ସଂଗ୍ରହ ଓ ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍ ବିଏମ୍ସିକୁ ପ୍ରଦାନ କରିଛନ୍ତି । ଓଡିଶାବାସୀଙ୍କ ପାଇଁ ସେ ସେବାର ମନୋବୃତି ନେଇ ଏହି କାର୍ଯ୍ୟ କରିଛନ୍ତି ବୋଲି ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ ଯୋଗେ କହିଛନ୍ତି । ଏହି କୋଭିଡ୍ ମୋବାଇଲ୍ ସ୍କ୍ରିନିଂ ଭ୍ୟାନରେ କରୋନା ଟେଷ୍ଟିଂ ନିମନ୍ତେ ସମସ୍ତ ସୁବିଧା ଓ ଉପକରଣ ରହିଛି ।

Leave A Reply

Your email address will not be published.

five + 2 =