ଇସ୍କନ ମୁଖ୍ୟ ସେବକଙ୍କୁ କରୋନା

ଜଳେଶ୍ୱର: ଜଳେଶ୍ୱର ବ୍ଲକ ଅଧୀନ ଗୋବରଘଟା ପଂଚାୟତର କୃଷ୍ଣନଗର ସ୍ଥିତ ଇସ୍କନ ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ତଥା ତାଙ୍କ ପତ୍ନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପତି,ପତ୍ନୀ ସମାଜସେବା କାର୍ଯ୍ୟରେ ନିୟୋଜିତ ଥିବାରୁ , ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି । ଏଥିପାଇଁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।

Leave A Reply

Your email address will not be published.

4 × 5 =