ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳରେ ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ବନ୍ଦର ଭିତରେ ଥିବା ଆଇରନ୍ ପ୍ଲଟରେ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଟ୍ରକଟି ରେଳ ଲାଇନରେ ଯାଉଥିବା ସମୟରେ ପଛପଟୁ ୱାଗନ୍ ସିଧାସଳଖ ଧକ୍କା ହେବା ସହିତ ଟ୍ରକ ର ପଛପଟେ ସମ୍ପୂର୍ଣ୍ଣ ଚଢିଯାଇଥିଲା । ଏଠାରେ ନିରାପତା ବ୍ୟବସ୍ଥା ଠିକ୍ ଭାବରେ ନଥିବା ନେଇ ପ୍ରଶ୍ନ ଉଠିଛି ।