ଭୁବନେଶ୍ୱର ୟୁନିଟ-୪ ମାର୍କେଟ ବନ୍ଦ

ଭୁବନେଶ୍ୱର- କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଏମସ ପକ୍ଷରୁ ୟୁନିଟ-୪ ମାର୍କେଟକୁୁ ସଟଡାଉନ କରାଯାଇଛି । ଶୁକ୍ରବାର ଠାରୁ ୟୁନିଟି-୪ ମାର୍କେଟ ଓ ତା ଆଖପାଖରେ ଥିବା ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିବ । ପରବର୍ତୀ ନିର୍ଦେଶ ଜାରି ନହେବା ପର୍ଯ୍ୟନ୍ତ କଟକଣା ବଳବତର ରହିବ । ରାଜ୍ୟରେ କରୋନା ମହାମାରୀ ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାରୁ ଗତକାଲି ୪ ଜିଲ୍ଲା କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଯାଜପୁର ସମେତ ରାଉଲକେଲା ମହାନଗର ନିଗମକୁ ଲକଡାଉନ ଘୋଷଣା କରିଛନ୍ତି । ଶୁକ୍ରବାର ରାତି ୯ରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।

Leave A Reply

Your email address will not be published.

20 − 13 =