ଅର୍ଜୁନ ପୁରସ୍କାର ବିଜେତା ରମେଶ ଟୀକାରମଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ଅର୍ଜୁନ ପୁରସ୍କାର ବିଜେତା ପୂର୍ବତନ ପାରା ବ୍ୟାଡମିଂଟନ ଖେଳାଳି ତଥା ପୂର୍ବତନ ବ୍ୟାଡମିଂଟନ କୋଚ ରମେଶ ଟୀକାରମ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ବେଙ୍ଗାଲୁରୁର ଏକ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା । ପିସିଆଇର ଜେନେରାଲ ସେକ୍ରେଟେରୀ ଗୁରୁସରଣ ସିଂ ଟୀକାରମଙ୍କ ଅକାଳ ବିୟୋଗକୁ ନେଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

14 + thirteen =