ଅଗଷ୍ଟ ୧୫ ପର୍ଯ୍ୟନ୍ତ ସଟଡାଉନ ହେବ ଆଇଓସିଏଲ


ଜଗତସିଂହପୁର- ପାରାଦୀପ ସ୍ଥିତ ଆଇଓସିଏଲ ତୈଳ ବିଶୋଧନାଗାରକୁ ୨୨ ଦିନିଆ ସଟଡାଉନ ଘୋଷଣା କରାଯିବ । ଜୁଲାଇ ୨୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ମେଂଟେନାନ୍ସ କାର୍ଯ୍ୟ ପାଇଁ ସଟଡାଉନ କରାଯିବ । ୨୦୧୮ରୁ ଆଜି ପର୍ଯ୍ୟନ୍ତ ମେଂଟେନାନ୍ସ ହୋଇନାହିଁ । ଏହି ତୈଳ ବିଶୋଧନାଗାରରେ ୭ ଶହରୁ ୮ ଶହ ଲୋକ କାମ କରିବେ । ତେଣୁ ଭିଡ ଏଡାଇବା ପାଇଁ ଆଇଓସିଏଲ ପାଶ୍ୱର୍ରେ ୧୪୪ ଧାରା ଲାଗିବ ।

Leave A Reply

Your email address will not be published.

twelve − 11 =