ଖାଦ୍ୟ ସାମଗ୍ରୀ ବଂଟନ ବେଳେ ଫିଙ୍ଗର ପ୍ରିଂଟର ଅବଶ୍ୟକତା ନାହିଁ


ଭୁବନେଶ୍ୱର- ଏଣିକିି ବିନା ଫିଙ୍ଗର ପ୍ରିଂଟରେ ମିଳିବ ଖାଦ୍ୟ ସାମଗ୍ରୀ । ଏନେଇ ରାଜ୍ୟ ସରକାର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ହିତାଧିକାରୀମାନେ ଡିଲରଙ୍କ ଠାରୁ ବିନା ଫିଙ୍ଗର ପ୍ରିଂଟରେ ଖାଦ୍ୟ ସାମଗ୍ରୀ ସଂଗ୍ରହ କରିପାରିବେ । କରୋନା ସଂକ୍ରମଣ ଭୟାଭହତାକୁ ଦୃଷ୍ଟିରେ ରଖି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

13 + 3 =