ପାକ୍ ସେନା ଗୁଳିରେ ୩ ଭାରତୀୟ ମୃତ

ଶ୍ରୀନଗର: ପାକିସ୍ଥାନ ଜବାନଙ୍କ ଅସ୍ତ୍ରବିରତି ଉଲ୍ଲଘଂନ ବଢିଚାଲିଥିବା ବେଳେ ଗତକାଲି ରାତିରେ ପୁଞ୍ଚ ଜିଲ୍ଲା ସୀମାନ୍ତ ନିୟନ୍ତ୍ରଣ ରେଖା ପାଖରେ ଥିବା କର୍ମରା ଗ୍ରାମ ଉପରେ ପାକ୍ ସେନା ପକ୍ଷରୁ ଗୁଳି ଓ ମୋର୍ଟର ମାଡ ଫଳରେ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ମହମ୍ମଦ ରଫିକ (୫୮), ତାଙ୍କ ପତ୍ନୀ ରାଫିଆ ବି (୫୦) ଏବଂ ପୁଅ ଇରଫାନ (୧୫) ।

Leave A Reply

Your email address will not be published.

two × 5 =