ଭୁବନେଶ୍ୱର- ସମ ହସ୍ପିଟାଲରେ କୋଭିଡ-୧୯ କୋଭ୍ୟାକିସନ ଟିକାର  ଶୁଭ ଉଦଘାଟନ କରିଛନ୍ତି ପିଟିସିଟିୟୁର ଅଧ୍ୟକ  ଡ. ଇ ଭେକେଂଟ ରାଓ  ।କମ୍ୟୁନିଟି ମେଡିସିନ ବିଭାଗ ଅଧିନରେ ଏହି ଟିକାର ପରୀକ୍ଷଣ କରାଯିବ । ପ୍ରଥମ ଥର ପାଇଁ  ଓଡିଶାର ସମ ହସ୍ପିଟାରେ ଏହି ଟିକାର ମାନବ ପରୀକ୍ଷଣ କରାଯିବ ବୋଲି   ଭେକେଂଟ ରାଓ କହିଛନ୍ତି ।