ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ନୂଆ ମୋଡ


ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା ନୂଆ ମୋଡ ସଷ୍ଟି କରିଛି । ସୁଇସାଇଟ ନୋଟକୁ ନେଇ ବଡ ଖୁଲାସା ହୋଇଛି । ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀର ହାତଲେଖାକୁ ନେଇ ଯେଉଁ ସସପେନ୍ସ ସୃଷ୍ଟି ହୋଇଥିଲା ସେଥିରେ ପୂର୍ଣ୍ଣଛେଦ ପଡିଛି । ସୁଇସାଇଡ୍ ନୋଟ ଆଦିତ୍ୟ ନିଜେ ଲେଖିଛନ୍ତି ବୋଲି ଫୋରେନସିକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଆଦିତ୍ୟ ନିଜେ ଡାଏରୀରେ ଶେଷ କଥା ଲେଖିଛନ୍ତି । ପୁରୁଣା ହାତଲେଖା ସୁଇସାଇଡ୍ ନୋଟ ଲେଖା ମେଳ ଖାଉଛି ବୋଲି ରେଲୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

two × four =