ସତ୍ସଙ୍ଗ ଏକ ମଣିଷ ତିଆରି କାରଖାନା

ଭୁବନେଶ୍ୱର: କରୋନା ସମୟରେ ମାନବ ଜୀବନ ରକ୍ଷା କରିବା ପାଇଁ ଶ୍ରୀ ସରୋଜ କାନ୍ତ ଖମାରି, ସଭାପତି, ସତ୍ସଂଗ ବିହାର ଭବାନୀ ପାଟଣା ଏକ ୱେବ୍ ସତ୍ସଙ୍ଗ ଆୟୋଜନ କରିଥିଲେ । ଏହି ସତ୍ସଙ୍ଗରେ ଶ୍ରୀ କୃପାନିଧି ବିଶ୍ୱାଳ, ସହ ପ୍ରତି ରତ୍ୱିକ୍ ଆଲେଚନ ହିସାବରେ ଯୋଗଦାନ କରି ଶ୍ରୀ ଶ୍ରୀ ଠାକୁର ଶ୍ରୀ ଦାଦା… ସତ୍୍ସଂଗ ଆନେ୍ଦାଳନ କିପରି ବ୍ୟାପ୍ତ ହୋଇଛି ପୂଜନୀୟ ବାବାଇ ଦାଦା, ସିପାହୀ ଦାଦା, ପୂଜନୀୟ ବିପିଂଦାଙ୍କ ପ୍ରଚେଷ୍ଟା ଏହି ଭବାନୀପାଟଣା ମନ୍ଦିର ୨୪/୨/୧୯୯୬ରେ ଉଦ୍ବୋଧନ ପରେ ଡକ୍ଟର ବିନାୟକ ମହାପାତ୍ର, ସହ ସଚିବ ଦେଓଘର ବିଷୟରେ ଆଲୋକପାତ କରିଥିଲେ । ଶ୍ରୀ ଖମାରୀଙ୍କର ସୁପୁତ୍ର, ଦେଓଘର ରେ ରିତ୍ୱିକ୍ ସମ୍ମିଳନୀରେ ଅଭିଭାଷଣ ଦେବା, ଶ୍ରୀ ପ୍ରଦୀପ କୁମାର ଜେନା, ଶ୍ରୀ ଅରବିନ୍ଦ ପାଢୀ ପ୍ରଭୁତ ଜିଲ୍ଲାରେ ପ୍ରଶାସନିକ ଉନ୍ନତି, ଶ୍ରୀ ଦିବ୍ୟସିଂହ ମିଶ୍ର, ମାନ୍ୟବର ମନ୍ତ୍ରୀଙ୍କ ସହିତ ପୂଜନୀୟ ବାବାଇ ଦାଦାଙ୍କ ସହ ଆଲୋଚନା ପ୍ରଭୃତି ଶ୍ରୀ ବିଶ୍ୱାଳ ଦର୍ଶାଇ ଥିଲେ । ବର୍ତମାନ ଭାରତ ବର୍ଷରେ ଶ୍ରୀଶ୍ରୀ ଠାକୁରଙ୍କ ଅନୁଗାମୀ ସଂଖ୍ୟା ପାଂଚ କୋଟିରୁ ଅଧିକ । ଓଡିଶାରେ ପ୍ରାୟ ପଚାଶ ଲକ୍ଷ ଅନୁଗାମୀ ପ୍ରତି ଜିଲ୍ଲାରେ ପରିଗଣିତ ହୁଅନ୍ତି ।

Leave A Reply

Your email address will not be published.

sixteen − fourteen =