ଉତରପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଉତରପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ସିଂଙ୍କୁ ଜ୍ୱର ହେବା ପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ । ରିପୋଟର୍ରୁ କରୋନା ଲକ୍ଷଣ ଥିବା କଥା ଜଣାଯାଇଛି । ତାଙ୍କ ପରିବାରର ବାକି ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତିମାନଙ୍କ ନମୁନା ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି । ଏହାପରେ ସିଂ ନିଜକୁ ହୋମ୍ ଆଇସୋଲେସନରେ ରଖିଛନ୍ତି ।

Leave A Reply

Your email address will not be published.

fifteen − eleven =