ବିଏସଏଫ କୁ ମିଳିଛି ସଫଳତା: ବିପୁଳ ମାଓ ସାମଗ୍ରୀ ଜବତ
ମାଲକାନଗିରି : ସର୍ଚ୍ଚ ଅପରେସନ ବେଳେ ବିଏସଏଫକୁ ମିଳିଲା ବଡ ସଫଳତା । ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବିପୁଳ ମାଓ ସାମଗ୍ରୀ ଜବତ ହେବା ସହ ବିଏସଏଫ ଯବାନ ବୋମା ନିଷ୍କ୍ରିୟ କରିଛନ୍ତି । ଶନିବାର ସକାଳେ ବିଏସଏଫ ୧୪୨ ବାଟାଲିୟନ ଯବାନମାନେ!-->…